Pabitra Entertainment
Pabitra Entertainment's Channel
 
 
 
 
 
Tu Kaha Pain
Chandini Rati
 
Pabitra Entertainment
Your channel viewers will see links here, including "subscribe" and "add as friend".
Profile
 
Name
Pabitra Entertainment
Description
Pabitra Entertainment is an elite organization in Odisha. In this modern era of entertainment to fulfill every entertainment related needs of people we provide you our Youtube channel “Pabitra Entertainment”.
In this channel you can find every bits of amusement through entertaining Devotional, Modern, Sambalpuri video Songs, Odia Jatras, Odia Food Recipes, Videos of Magic Shows, Love Stories, Love Poems, Odia Movie Premiers, Latest Odia Song Releases and Making Videos, Odia Movie Muhurat, Comedy Videos, College Campus Videos, Health Tips Videos and lots more.
So to open this gift of entertainment like and subscribe our Youtube channel “Pabitra Entertainment” and have fun.
Click to Subscribe - https://www.youtube.com/c/PabitraEnterta...

#pabitraentertainment #odiasong #odia #song #newodiasong #movie #odiamovie #jukebox #odiavideo
Subscribers
1.95M
Subscriptions
Recent Activity  
Pabitra Entertainment (9 days ago)
 
 
Pabitra Entertainment (2 weeks ago)
 
 
Pabitra Entertainment (1 month ago)
 
 
Pabitra Entertainment (2 months ago)
 
 
Channel Comments
babanajena8941 (5 years ago)
ଭଲ ପାଇବାଟା ସହଜ ଭୁଲିଜିବା ଅତିକଷ୍ଟ ଭାଇ ମାନେ ଭଲ ପାଓ ମନ ଦେଇ କେବେ ଜିବନ ହାର ନାହିଁ
ଯୋଉ ଝିଅ ପ୍ରକୃତ ଭଲପାଇବାକୁ ବୁଝିବ ସେ କେବେ ବି କୋଉ ପୁଅ କୁ କଷ୍ଟ ଦେବନି
rahulslifepages (3 years ago)
ଯେତେ ଯିଏ ବୁଝେଇଲେ ଆଉ ଯେତେ ଯାହା କଲେ ବି ନିଜର ମଣିଷ କୁ ଭୁଲି ହୁଏ ନା,, ହୃଦୟ ତ ତାକୁ ଭଲ ପାଇଥିଲା, ପ୍ରକୃତ ଭଲ ପାଇବା ମରେ ନା କେବେ
idilipsahu (3 years ago)
ଏହି ସବୁ ଥିଲା ସେହି ସମୟର ଆମର ଓଡ଼ିଆ ଗୀତ ଯାହାକୁ ଆଜି ବି ଆମର ମନେ ଅଛି ।
videozonecreation6794 (1 year ago)
ଯିଏ ଏଇ ଗୀତ ଲେଖିଛି ତାଙ୍କୁ ଅଶେଷ ଧନ୍ୟବାଦ
sarthakswain1949 (1 year ago)
କୋଉ ମାନେ ଏହି ଗୀତ 2024 ରେ ଶୁଣିଲ !
DRxBijaycreation (2 years ago)
ଏ ଗୀତରେ ମୋର ଜୀବନର ସତ୍ୟତା ସମ୍ପୂର୍ଣ ରୂପେ ଉଲେଖ କରାଯାଇଛି
Introvert___radhe (3 years ago)
କମେଣ୍ଟ ପଢି ଦେଖିଲି ଏଠି ପାଇଥିବା ଲୋକଙ୍କ ଠୁ ହରେଇ ଥିବା ଲୋକ ଅଧିକ
snbbariha251 (4 years ago)
ଲୁହ ଆସି ଯିବ ️ ସତ୍ ରେ ବହୁତ୍ ଭଲ ଗୀତ ️
trailokyasanju6893 (10 months ago)
ଏତେ ଭଲ ପାଇବା ପରେ ସେ ଯଦି ମୋ ଭଲ ପାଇବାକୁ ବୁଝି ପାରିଲାନି ସେ ଆଉ କାହାକୁ ବୁଝି ପାରିବ....
bhaktaranjanjena5170 (1 year ago)
ଆଜି କାଲି କା ଭଲ ପାଇବା ଦୁଇ ଦିନିଆ। ଆଜି ଆ ସହ ତ କାଲି ଆଉ ଜଣ ସହ। ମୁଁ ଠିକ୍ କହିଲି ନା
Skedits098 (1 year ago)
ଆଜି କଲି ପ୍ରେମ ସବୁ ଧୋକା ରେ ହିଁ ଶେଷ ହୁଏ ଝିଅ ମାନେ ଏଇଟା ବୁଝନ୍ତିନି ସେ ଗଲା ପରେ ଗୋଟେ ପୁଅ ର ଜୀବନ କଣ ହେବ
NilaKharsel-s9v (11 months ago)
ଗୀତ ଟି ସତରେ ହୃଦୟ ସ୍ପର୍ଶୀ
rocksipun7015 (2 years ago)
ଆଜିକାଲି ଝିଅ ମାନେ ତ ପଇସା ପାଣି ଟାଇମ୍ ପାସ୍ ଲଭ କରୁଛନ୍ତି ସିଏ କାହିଁ ଜାଣିବେ ସତରେ ଯେ ହୃଦୟରୁ ଭଲ ପାଏ ତାର ହୃଦୟ ଭାଙ୍ଗିଲେ କେମିତି ଲାଗେ
artbybiren (3 years ago)
ପ୍ରକୃତ ଭଲପାଇବା କାହାକୁ ବି ମିଳି ନଥାଏ....
allworldlipun5589 (3 years ago)
ଭଲ ପାଇବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ଭଲ ପାଇ ଜୀବନ ହରାନ୍ତୁ ନାହିଁ
My favorite singer kumar bapi bhai bhala feel deiki gaanti
animeshsahu8637 (2 years ago)
ସେମାନଙ୍କ ସହ ପ୍ରେମ ବି ବହୁତ୍ ବଢିଆ ହୋଇଥାଏ ଯିଏ ଆମ ଭାଗ୍ୟ ରେ ନଥାନ୍ତି।
Sambalpuriaa800 (2 years ago)
ଆଜି କାଲି ଏ ଗୀତକୁ ଶୁଣିବା ପାଇଁ ଲୋକେ ଇଚ୍ଛା କରୁନାହାନ୍ତି ,କିନ୍ତୁ ସେ ସମୟର ଗୀତ ଭଲ ଲାଗୁ ଥିଲା |
biswaranjannayak2532 (3 years ago (edited))
ଗୀତ ଶୁଣି ଆଖି ରେ ଲୁହ ଆସି ଗଲା